By using this site, you agree to the Privacy Policy and Terms of Use.
Accept
Ganjam PostGanjam Post
  • Home
  • ଓଡ଼ିଶା
  • ଗଞ୍ଜାମ
  • ଦେଶ ବିଦେଶ
  • ରାଜନୀତି
  • ଖେଳ
    • କ୍ରିକେଟ୍
  • ମନୋରଞ୍ଜନ
  • ବ୍ୟବସାୟ
  • ଟେକ୍ନୋଲୋଜି
  • More
    • Health
    • Discover
    • Fashion
Search
Technology
  • ABOUT US
  • Contact
  • Privacy Policy
  • Cookie Policy
  • Terms of Usage
  • Advertise
  • Complaint
Health
Entertainment
  • Home
    • Home 2
    • Home 3
    • Home 4
    • Home 5
  • ରାଜନୀତି
  • ଟେକ୍ନୋଲୋଜି
  • Posts
    • Post Layouts
    • Gallery Layouts
    • Video Layouts
    • Post Sidebar
    • Review
      • User Rating
    • Content Features
    • Table of Contents
  • Pages
    • Blog Index
    • My Bookmarks
    • Contact Us
    • Customize Interests
    • Search Page
    • 404 Page
  • ABOUT US
  • Contact
  • Privacy Policy
  • Cookie Policy
  • Terms of Usage
  • Advertise
  • Complaint
© 2022 Ganjam Post. All Rights Reserved.
Reading: ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ
Share
Notification Show More
Latest News
ଦିନରେ ୩ ଥର ରଙ୍ଗ ବଦଳାଏ ଏହି ଶିବଲିଙ୍ଗ
August 10, 2022
ରାକ୍ଷୀ ପୂର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ କ୍ଷୀର ଦହି ଶିରା
August 10, 2022
୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର, କହିଲେ ଅଧିକ ଶକ୍ତ ହେଲା ବିରୋଧୀ ଦଳ
August 10, 2022
ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ ତିଆରି କରନ୍ତୁ ପୋଦିନା ଟମାଟୋ ଖେଚୁଡି
August 9, 2022
ଭାଙ୍ଗିଦେଲେ ସମ୍ପର୍କ, ଇସ୍ତଫା ଦେଲେ ନୀତୀଶ କୁମାର
August 9, 2022
Aa
Ganjam PostGanjam Post
Aa
  • ବ୍ୟବସାୟ
  • ରାଜନୀତି
  • Travel
  • ମନୋରଞ୍ଜନ
  • Science
  • ଟେକ୍ନୋଲୋଜି
  • Fashion
Search
  • Home
  • ଓଡ଼ିଶା
  • ଗଞ୍ଜାମ
  • ଦେଶ ବିଦେଶ
  • ରାଜନୀତି
  • ଖେଳ
    • କ୍ରିକେଟ୍
  • ମନୋରଞ୍ଜନ
  • ବ୍ୟବସାୟ
  • ଟେକ୍ନୋଲୋଜି
  • More
    • Health
    • Discover
    • Fashion
Follow US
  • ABOUT US
  • Contact
  • Privacy Policy
  • Cookie Policy
  • Terms of Usage
  • Advertise
  • Complaint
© 2022 Ganjam Post. All Rights Reserved.
Ganjam Post > ଗଞ୍ଜାମ > ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ
ଗଞ୍ଜାମ

ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ

Ganjam Post Bureau
Ganjam Post Bureau June 30, 2022
Updated 2022/07/01 at 7:50 AM
2 Min Read
SHARE



ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗୋପାଳପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତ ମେ’ ୨୧ତାରିଖ ଦିନ ଯାଜପୁର ଜିଲ୍ଲା ବାସିନ୍ଦା ତଥା ଓଡିଆ ବିଭାଗର ଦ୍ବିତୀୟ ବର୍ଷ ଛାତ୍ରୀଙ୍କୁ କିଛି ବହି ଦେବା ସହ ପାଠପଢା ବାବଦରେ ଆଲୋଚନା ପାଇଁ ସନ୍ଧ୍ୟା ୪ଟା ୩୦ସମୟରେ ପ୍ରଫେସର ନାୟକ ରହୁଥିବା କ୍ୱାର୍ଟରକୁ ଡାକିଥିଲେ। ଛାତ୍ରୀ ଜଣକ ସାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଇଥିଲେ । କିନ୍ତୁ କିଛି ସମୟ ପରେ ପ୍ରଫେସର ନାୟକ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ।

ତେବେ ଛାତ୍ରୀ ଜଣଙ୍କ କୌଶଳ କ୍ରମେ ସେଠାରୁ ପଳାଇ ଆସିବାକୁ ସକ୍ଷମ ହୋଇଥିଲେ। ପରେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ନଜଣାଇ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ। ପରେ ପରିବାର ଲୋକଙ୍କୁ ଏ ବାବଦରେ ଜଣାଇ ଗୁରୁବାର ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ପରେ ପୁଲିସ କେସ ନଂ ୧୨୪/୨୨ରେ ଏକ ମାମଲା ରୁଜୁ କରି ପ୍ରଫେସର ନାୟକଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ଡ଼ିଏସପି କଳ୍ପନା କହଁର ଏବଂ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ତଦନ୍ତ କରିଥିଲେ । ତଦନ୍ତ ପରେ ପୁଲିସ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଫେସର ସଦାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି । ଏହିଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ​‌ରେ ପ୍ରଥମ ବୋଲି ଜଣାପଡିଛି।

ଅପରପକ୍ଷେ ପ୍ରଫେ​‌ସର ନାୟକଙ୍କୁ ବୁଧବାର ରାତିରେ ଦୁଇଜଣ ଛାତ୍ର ତାଙ୍କ କ୍ବାର୍ଟରରେ ପଶି ଆକ୍ରମଣ କରିଥିଲେ । ଉପରୋକ୍ତ ଘଟଣାକୁ ନେଇ ଛାତ୍ର ଦ୍ୱୟ ପ୍ରଫେସର ନାୟକଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ସେ ଏନେଇ ଗୋପାଳପୁର ଥାନାରେ ଏକ ଏତଲା ଦେଇଥିଲେ । ପୁଲିସ ଏହି ଅଭିଯୋଗରେ ଭିତ୍ତିକରି ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଶେଷ ବର୍ଷର ଦୁଇ ଛାତ୍ର ଦିନେଶ ପାଢ଼ୀ ଓ ହୃଷିକେଶ ବାଡତିୟାଙ୍କୁ ଗିରଫ କରିଛି ।





Source link

You Might Also Like

ଡିମ୍ବକୁ ଖଣ୍ଡାରେ ଆକ୍ରମଣ ସହ ହତ୍ୟା

ପୂର୍ବତନ ସମିତି ସଭ୍ୟ ଶିବରାମଙ୍କ ଫାସିଗୁଡା ସେବା ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ଗ୍ରହଣ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Ganjam Post Bureau June 30, 2022
Share this Article
Facebook Twitter Whatsapp Whatsapp Print
Previous Article ବିଜେପିରେ ମିଶିବ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳ !
Next Article ରଥଯାତ୍ରା ଦେଖିବାକୁ ପୁରୀ ଯିବେ ମୁଖ୍ୟମନ୍ତ୍ରୀ
Leave a comment Leave a comment

Leave a Reply Cancel reply

Your email address will not be published. Required fields are marked *

four × four =

Stay Connected

235.3k Followers Like
69.1k Followers Follow
11.6k Followers Pin
56.4k Followers Follow
136k Subscribers Subscribe
4.4k Followers Follow
- Advertisement -

Latest News

ଦିନରେ ୩ ଥର ରଙ୍ଗ ବଦଳାଏ ଏହି ଶିବଲିଙ୍ଗ
Uncategorized August 10, 2022
ରାକ୍ଷୀ ପୂର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ କ୍ଷୀର ଦହି ଶିରା
Uncategorized August 10, 2022
୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର, କହିଲେ ଅଧିକ ଶକ୍ତ ହେଲା ବିରୋଧୀ ଦଳ
Uncategorized August 10, 2022
ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ ତିଆରି କରନ୍ତୁ ପୋଦିନା ଟମାଟୋ ଖେଚୁଡି
Uncategorized August 9, 2022

You Might also Like

ଗଞ୍ଜାମ

ଡିମ୍ବକୁ ଖଣ୍ଡାରେ ଆକ୍ରମଣ ସହ ହତ୍ୟା

July 13, 2022
ଗଞ୍ଜାମ

ପୂର୍ବତନ ସମିତି ସଭ୍ୟ ଶିବରାମଙ୍କ ଫାସିଗୁଡା ସେବା ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ଗ୍ରହଣ

June 28, 2022
//

We influence 0.0001 million users and are the number one business and technology news network on the Odisha

Quick Link

  • Advertise with us
  • Newsletters
  • Deal

Top Categories

  • BUSINESS
  • POLITICS
  • TECH
  • HEALTH

Sign Up for Our Newsletter

Subscribe to our newsletter to get our newest articles instantly!

Ganjam PostGanjam Post
Follow US

© 2022 Ganjam Post. All Rights Reserved.

  • ABOUT US
  • Contact
  • Privacy Policy
  • Cookie Policy
  • Terms of Usage
  • Advertise
  • Complaint

Removed from reading list

Undo
AdBlock Detected
Our site is an advertising supported site. Please whitelist to support our site.
Okay, I'll Whitelist
Welcome Back!

Sign in to your account

19 − 7 =

Lost your password?