23.4 C
Ganjām
Tuesday, December 7, 2021
Homeଖେଳକ୍ରିକେଟ୍ଧୋନିଙ୍କୁ ପଛରେ ପକାଇଲେ ଇଆନ ମୋରଗନ

ଧୋନିଙ୍କୁ ପଛରେ ପକାଇଲେ ଇଆନ ମୋରଗନ

Ganjam Post: ‍‍ଚଳିତ ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ସୋମବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୨୬ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହା ସହିତ ଇଂଲଣ୍ଡ ଅଧିନାୟକ ଇଆନ୍ ମୋର୍ଗାନ୍‌ଙ୍କ ନାଁରେ ଯୋଡ଼ି ହୋଇଯାଇଛି ଏକ ରେକର୍ଡ। ସେ ହୋଇଯାଇଛନ୍ତି ଏହି ଫର୍ମାଟ୍‌ରେ ସଫଳତମ ଅଧିନାୟକ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଆଫ୍‌ଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫ୍‌ଗାନ୍‌ଙ୍କୁ ପଛରେ ପକାଇ ଇଆନ୍‌ ଏହି ସଫଳତା ପାଇଛନ୍ତି। ଅଧିନାୟକ ଭାବେ ଧୋନୀ ଓ ଅସଗର ନିଜ ନିଜ ଦେଶ ପାଇଁ ୪୨ଟି ଲେଖାଏଁ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଥିଲେ। ତେବେ ଇଆନ୍ ସେମାନଙ୍କ ଠାରୁ ଆଉ ପାଦେ ଆଗେଇ ଯାଇଛନ୍ତି। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୪୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ସାରିଲାଣି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments