23.4 C
Ganjām
Tuesday, December 7, 2021
Homeଗ୍ୟାଜେଟଭାରତରେ ଲଞ୍ଚ ହେଲା ଡୁକାଟୀର ୧୦ ଲକ୍ଷ ଟଙ୍କାର ବାଇକ୍‌

ଭାରତରେ ଲଞ୍ଚ ହେଲା ଡୁକାଟୀର ୧୦ ଲକ୍ଷ ଟଙ୍କାର ବାଇକ୍‌

Ganjam Post: ୩.୧୧.୨୦୧୧/ ଇଟାଲିର ସୁପର ବାଇକ୍‌ ନିର୍ମାତା ଡୁକାଟି ପକ୍ଷରୁ ଭାରତରେ ଏକ ସ୍ୱତନ୍ତ୍ର ବାଇକ୍‌ ଲଞ୍ଚ କରାଯାଇଛି। ଯାହାର ଏକ୍ସ ସୁରୋମ ପ୍ରାଇସ୍‌ ରହିଛି ୧୦,୯୯ ଲକ୍ଷ ଟଙ୍କା।  ଏହି ମହଙ୍ଗା ଏବଂ ଷ୍ଟାଇଲିସ୍‌ ବାଇକଟିର ଇଞ୍ଜିନ୍‌ ୮୦୩ ସିସି ହୋଇଥିବା ଡୁକାଟି ପକ୍ଷରୁ କୁହାଯାଇଛି। ସମଗ୍ର ବିଶ୍ୱରେ ୮୦୦ ୟୁନିଟିରେ ଉପଲବ୍ଧ ଏହି ବାଇକ୍‌ର ଅର୍ଡ଼ର ସରି ଯାଇଛି ବୋଲି କୁହାଯାଇଛି।

Ducati Monster Summary

Monster BS6 key highlights
Engine Capacity937 cc
Transmission6 Speed Manual
Kerb Weight188 kg
Fuel Tank Capacity14 litres
Seat Height820 mm
Max Power109.96 bhp
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments