23.8 C
Ganjām
Monday, December 6, 2021
Homeଗଞ୍ଜାମରୁମାଗଡ଼ ଅପର ପ୍ରାଇମେରି ସ୍କୁଲ ରେ ପରିଚାଲନା କମିଟି ଗଠନ

ରୁମାଗଡ଼ ଅପର ପ୍ରାଇମେରି ସ୍କୁଲ ରେ ପରିଚାଲନା କମିଟି ଗଠନ

Ganjam Post: Polasara :05/11/21)ପୋଲସରା ବ୍ଲକ ରୁମାଗଡଗ୍ରାମ ଅପର ପ୍ରାଇମାରୀ ସ୍କୁଲ ଠାରେ ଆଜି ସ୍କୁଲ ସ୍ତରୀୟ ପରିଚାଳନା କମିଟି ଗଠନ ହୋଇସାରିଛି l ଏହି ପରିଚାଳନା କମିଟି ଗଠନ ସମୟ ରେ ଉକ୍ତ ସ୍କୁଲ ର ସମସ୍ତ ଶିକ୍ଷକ ଉପସ୍ଥିତ ଥାଇ ନୂତନ କମିଟି ଗଠନ ହେବାସହ ସଭାପତି ଓ ଉପସଭାପତି ଚୟନ କରାଇଥିଲେ l ଉକ୍ତ ବୈଠକରେ ସ୍କୁଲ ର ସମସ୍ତ ଅଭିଭାବକ ଯୋଗ ଦେଇଥିବା ବେଳେ କମିଟି ଗଠନ ପ୍ରକ୍ରିୟା ରେ ଅଂଶଗ୍ରହଣ କରିବାସହ
ସହଯୋଗ କରିଥିଲେ l ନୂତନ ଭାବେ ଗଠନ ହୋଇଥିବା କମିଟି ବୃନ୍ଦ ହେଲେ ରଞ୍ଜନ ବିଶୋଇ,ସସ୍ମିତା ନାୟକ,ବିଦେଶୀ ସାମଲ,ସଞ୍ଜୟ ନାୟକ,ସଞ୍ଜୟ ବେହେରା,ସୁଶାନ୍ତ ପଢ଼ିଆରୀ,ସନ୍ତୋଷ ପ୍ରଧାନ,ଲିଲି ମହାପାତ୍ର,ଗୀତାଞ୍ଜଳି ମୋହିନୀ,ରଶ୍ମିତା ନାୟକ,ମମତା ସାହୁ,ଭାଗ୍ୟ ଲତା ବାଡ଼ତ୍ୟା ଏହିପରି 12ଜଣିଆ କମିଟି ଗଠନ କରାଯାଇ ସଭାପତି ଭାବେ ରଞ୍ଜନବିଶୋଇ, ଉପସଭାପତି ଭାବେ ସସ୍ମିତାନାୟକ ଙ୍କୁସର୍ବସମିତି ଭାବେ ଚୟନ କରାଯାଇଅଛି l

Source:jmjnews.com

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments