24.7 C
Ganjām
Tuesday, January 25, 2022
Homeଓଡିଶାପୁଣି ବର୍ଷିବ, କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ପୁଣି ବର୍ଷିବ, କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପୁଣି ବର୍ଷିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବାଲେଶ୍ୱର , ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର,ଗଜପତି, ଗଞ୍ଜାମ ଖୋର୍ଦ୍ଦା , ପୁର. ନୟାଗଡ , ସୁନ୍ଦରଗଡ , ବରଗଡ, କେନ୍ଦୁଝର, ମୟୂରଭଞ୍ଜ , ମାଲକାନଗିରି,ରାୟଗଡା ଓ କୋରାପୁଟ ରହିଛି ।

ଏହି ଜିଲ୍ଲା ଗୁଡିକରେ କାଳବୈଶାଖୀ ସହ ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଜାନୁଆରୀ ୧୫ ରୁ ୧୬ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ ,ରାୟଗଡା . ଗଜପତି, ଗଞ୍ଜାମ, ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖି ସହ ବର୍ଷା ସମ୍ଭାବନା ରହିଛିା

RELATED ARTICLES

Most Popular