22.6 C
Ganjām
Monday, January 24, 2022
Homeଓଡିଶାପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ : ୱାର୍ଡ ମେମ୍ବର,ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ପାଇଁ...

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ : ୱାର୍ଡ ମେମ୍ବର,ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ପାଇଁ ଚିହ୍ନ ଜାରି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ନିର୍ବାଚନ କମିଶନଙ୍କ ତରଫରୁ ଚିହ୍ନ ଗୁଡିକ ସମ୍ପର୍କରେ ଅବଗତ କରାଯାଇଛି । ୱାର୍ଡ ମେମ୍ବର , ସରପଞ୍ଚଏବଂ ସମିତି ସଭ୍ୟଙ୍କ ପାଇଁ ଚିହ୍ନ ଜାରି କରାଯାଇଛି । ୱାର୍ଡ ମେମ୍ବର ପାଇଁ ୧୫ ସରପଞ୍ଚ ପାଇଁ ୩୨ଏବଂ ସମିତି ସଭ୍ୟଙ୍କ ପାଇଁ ୧୯ ଚିହ୍ନ ରହିଛି ।ସ୍ୱିକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢିବେ । ପଞ୍ଚାୟତ ନିର୍ବାଚନ ପାଇଁ ପକ୍ରିୟା ଜାରି ରହିଛି । ନିର୍ବାଚନ କମିଶନଙ୍କ ତରଫରୁ ଏହି ଚିହ୍ନ ଜାରି କରାଯାଇଛି ।

RELATED ARTICLES

Most Popular